ମେଡିକାଲ ଉଇକିପିଡିଆ (ଅଫଲାଇନ) logo ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

by Kiwix Team

🗂️ Medical

🆓 free

Version 2020-01
📅 Updated January 24, 2020

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ ।

4.9/5 ( 305+ reviews)
Android application ମେଡିକାଲ ଉଇକିପିଡିଆ (ଅଫଲାଇନ) screenshort

Features ମେଡିକାଲ ଉଇକିପିଡିଆ (ଅଫଲାଇନ)

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ । ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି । ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ/ ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ । ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି ।ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ । (Powered by Kiwix http://www.kiwix.org/)

🛡️

Secure & Private

Your data is protected with industry-leading security protocols.

💬

24/7 Support

Our dedicated support team is always ready to help you.

Personalization

Customize the app to match your preferences and workflow.

Screenshots

See the ମେଡିକାଲ ଉଇକିପିଡିଆ (ଅଫଲାଇନ) in Action

ମେଡିକାଲ ଉଇକିପିଡିଆ (ଅଫଲାଇନ) Screen 1
ମେଡିକାଲ ଉଇକିପିଡିଆ (ଅଫଲାଇନ) Screen 2
ମେଡିକାଲ ଉଇକିପିଡିଆ (ଅଫଲାଇନ) Screen 3
Testimonials

What Our Users Say

Don't just take our word for it. Here's what our users have to say about our Android app.

"👌👍 ବହୁତ ସୁନ୍ଦର ଇନଫର୍ ମେସନ ଜାଣିହେଉଛି"

ODIA PANJI POTHI

"Very nice and useful app"

Ritik Sabar

"Very good"

Rabin Nayak

"Very good application"

PURNACHANDRA SAHU

"Nice"

Chandrakant Behera

"top"

A Google user

"only THe BESt APP to odia PeOPLe"

A Google user

"ଆଜି ବାହୁତ ଖୁସି ଲାଗୁଚି କି ଓଡ଼ିଆ ଭାଷା ରେ medical Encyclopedia application ତିଆରି ହେଇଚି,,,ଆଉ ମୁ ନିଶ୍ଚିତ ଯେ ସବୁ ଓଡିଆ ମାନେ ଏହା ଦ୍ଵାରା ବହୁତ ଉପକୃତ ହେବେ ,,,ମୁ ବି ହଉଚି,,,ପୁଣି ଥରେ ଧନ୍ୟବାଦ ଜଣାଉଛି,,, ଆଉ ଆଶା କରେ କି,,ଆଗକୁ ଆହୁରି ଭଲ app develop ହଉ ,,ନିଜର ପରିଚୟ ନିଜ ଭାଷାରେ,,,,ନିଜ ଭାଷାକୁ ଭଲ ପାଅ,, ଆଗକୁ ବଢ଼ିଚାଲ,,, ମୁ ଓଡ଼ିଆ nd proud to be an odia...Thanks a lot...to d inventor s nd supporting group."

Rakesh Sahoo Official

"good app"

A Google user

"It's very helpful application this app is my life I love it"

Biseswar Behera

Get the App Today

Download on Google Play

Available for Android 8.0 and above